କୁଜଙ୍ଗରେ ଡବଲ ମର୍ଡର:ଖଣ୍ତା ଚୋଟରେ ଗଲା ୨ ମହିଳାଙ୍କ ଜୀବନ
କୁଜଙ୍ଗ:ଏକ୍ସପ୍ରେସ ୱେ କଲୋନୀରେ ଯୁବକର ଉନ୍ମତ୍ତ କାଣ୍ତ । ନିଶାସକ୍ତ ଯୁବକର ଖଣ୍ତା ଚୋଟରେ ଗଲା ୨ ମହିଳାଙ୍କ ଜୀବନ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ନିଶାସକ୍ତ ଅବସ୍ଥାରେ ଦୁଇ ମହିଳାଙ୍କ ଘରେ ପଶି ଯୁବକ ଜଣକ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ଯୁବକ ଜଣଙ୍କୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି ।












Click it and Unblock the Notifications