ଚିଲିକାର ସାତପଡ଼ାରେ ଚାଲିଛି ଡଲଫିନ୍‌ ଗଣନା:୪ ଦିନ ପର୍ଯ୍ୟନ୍ତ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା

ଚିଲିକାର ସାତପଡ଼ାରେ ଚାଲିଛି ଡଲଫିନ୍‌ ଗଣନା। ୪ ଦିନ ପର୍ଯ୍ୟନ୍ତ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା। ଡଲଫିନ୍ ଗଣନାରେ ୧୮ଟି ଟିମ୍‌ ନିୟୋଜିତ। ବାଲୁଗାଁ ବନଖଣ୍ଡର ୧୦ ଓ ସାତପଡ଼ାର ୮ଟି ଟିମ୍ ସାମିଲ।

Dolphin count

ଡଲଫିନ୍ ଗଣନାରେ ୧୮ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ସାତପଡାରୁ ୮ଟି ଟିମ୍, ନାର୍ଦାନ୍ ଆଉଟର ଚ୍ୟାନେଲ୍ ଓ ବାଲୁଗାଁରୁ ୧୦ଟି ଟିମ୍ ସେଣ୍ଟ୍ରାଲ୍ ସର୍ଦନ ଚ୍ୟାନେଲରେ ଡଲଫିନ୍ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ଅଛନ୍ତି ୫ ରୁ ୭ ଜଣ ସଦସ୍ୟ ସାମିଲ ଅଛନ୍ତି। ବନ୍ୟପ୍ରାଣୀ ବିଶାରଦ ସହିତ ବନବିଭାଗର କର୍ମଚାରୀ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

୨୦ ତାରିଖଠାରୁ ବନ୍ୟପ୍ରାଣୀ ବିଶାରଦଙ୍କ ଦ୍ଵାରା ଗଣନା କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ, ୨୧ ଓ ୨୨ ତାରିଖରେ କେବଳ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଗଣନା କାର୍ଯ୍ୟ କରିବ। ପ୍ରତି ଟିମ ପାଖରେ GPS ( ଜିପିଏସ ), ଡାଟା ସିଟ, କିଛି ଇକ୍ଯୁପମେଣ୍ଟ ସହିତ ଗୋଟିଏ ଡ଼ଙ୍ଗା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+