ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା, ୨୨ତାରିଖ ଯାଏଁ ସକାଳ ଡଙ୍ଗା ଚାଳନା ବନ୍ଦ

ଆଜିଠୁ ଡଲଫିନ ଗଣନା । ଚିଲିକାରେ ୩ ଦିନ ଡଙ୍ଗା ଚଳାଚଳ ବନ୍ଦ । ଡଲଫିନ ଗଣନା ପାଇଁ ଆସନ୍ତା କାଲିଠାରୁ ଚିଲିକା ସାତପଡ଼ାରେ ବନ୍ଦ ରହିବ ଡଙ୍ଗା ଚଳାଚଳ । ୨୦, ୨୧ ଓ ୨୨ ତାରିଖରେ ସକାଳ ୬ଟାରୁ ରାତି ୧୨ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରହିବ । ୩ଦିନ ଧରି ଡଲଫିନ ଗଣନା କରାଯିବ । ଏଥିପାଇଁ ସମସ୍ତ ମୋଟର ବୋଟ ଆସୋସିଏସନକୁ ଚିଠି ଲେଖିଲେ DFO ବାଲୁଗାଁ । ଗଣନା ପାଇଁ ୧୮ଟି ଟିମ୍ ଗଠନ କରାଯାଇଛି । ବାଲୁଗାଁରୁ ୧୦ଟି ଓ ସାତପଡ଼ାରୁ ୮ଟି ଟିମ୍ ଗଣନା କରିବେ । ପ୍ରତି ଟିମରେ ୫ ରୁ ୬ ଜଣ ଗଣନାକାରୀ ରହିବେ । ଗଣନାକାରୀଙ୍କୁ ଆଜି ସାତପଡ଼ା CDA କାର୍ଯ୍ୟାଳୟରେ ତାଲିମ ଦିଆଯିବ ।

Dolphin count
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+