କଟକ ବାଲିଯାତ୍ରାରେ ଦୋଳି ଅଚଳ: ୫୦ ଫୁଟ୍ ଉପରେ ଫସିଲେ ୮ ଲୋକ

କଟକ ବାଲିଯାତ୍ରାରେ ଦୋଳି ଅଚଳ । ୫୦ ଫୁଟ୍ ଉପରେ ଫସିଲେ ୮ ଲୋକ । ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ସୁରକ୍ଷିତ ଉଦ୍ଧାର ପାଇଁ ନାକେଦମ୍ ହେଲା ପୋଲିସ । ୨ ଘଣ୍ଟାରୁ ଅଧିକ ସମୟ ଧରି ଫସିଲେ ଲୋକେ । ବ୍ରୋଣ୍ଟୋ ସ୍କାଏ ମେସିନରେ ହେଲା ଉଦ୍ଧାର କାର୍ଯ୍ୟ । ଘଟଣାସ୍ଥଳରେ ପହଞ୍ଚିଥିଲେ କଟକ ଡିସିପି ରିଶିକେଶ ଖିଲାରୀ । ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହେଲେ ଫସିଥିବା ଲୋକେ । ଜଣକ ପରେ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ

Doli during Cuttack Bali Yatra 8 people get stuck above 50 feet
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+