ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା: ୬୭ଟି ୱାର୍ଡରେ ଗଣନା, ୪୧୦ ଜଣ ନିୟୋଜିତ

ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା । ବିଏମ୍‌ସି ପକ୍ଷରୁ ଭୋର୍ ୫ଟାରୁ ଗଣତି ଆରମ୍ଭ। ୬୭ଟି ୱାର୍ଡରେ ଗଣନା, ୪୧୦ ଜଣ ନିୟୋଜିତ । ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ, ୨୨ରୁ ୨୫ ଯାଏଁ ୨ୟ ପର୍ଯ୍ୟାୟରେ ଗଣନା।

dog counting begins in Bhubaneswar

ଡିଟେଲ ସର୍ଭେ ମେଥଡ଼ରେ ହୋଇଛି ଗଣନା । ଏକକାଳୀନ ୬୭ ଟି ୱାର୍ଡରେ ଚାଲିଥିବା ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍‌ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେପ୍ଟେମ୍ବର ୧୮ରୁ ୨୫ ତାରିଖ ଯାଏଁ ଚାଲିବ କୁକୁର ଗଣନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+