ପ୍ରଚଣ୍ତ ଖରାରେ ସିଝୁଛି ଓଡ଼ିଶା, ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ

Odisha School Holiday: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ତେବେ ଗ୍ରୀଷ୍ମକୁ ଦୃଷ୍ଟିରେ ଆବଶ୍ୟକ ପଡିଲେ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ । ଏନେଇ ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Odisha School Holiday

ମନ୍ତ୍ରୀ କହିଛନ୍ତି, ଏସଓପି ବାହାରେ ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କରାଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଯଦି ଜିଲ୍ଲାପାଳ ଅନୁଭବ କରନ୍ତି ତେବେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇ ପାରିବେ । ସେହିପରି ରାଜ୍ୟରେ ଗ୍ରୀଷ୍ପ ପ୍ରବାହକୁ ନେଇ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ସମୀକ୍ଷା କରିବେ । ଦିନେ କି ଦୁଇ ଦିନ ମଧ୍ୟରେ ଆଲୋଚନା ପରେ ଅଧିକ ନିର୍ଦ୍ଦେଶାବଳୀ ଜାରି କରାଯିବ ।

ରାଜ୍ୟରେ ତାତି ବଢୁଥିବାରୁ ଏବେ ସକାଳୁଆ ସ୍କୁଲ ହେଉଛି । ହେଲେ ଯେଉଁ ଜିଲ୍ଲାରେ ତାପମାତ୍ରା ଆବଶ୍ୟକଠୁ ଅଧିକ ରୁହେ ତେବେ ଉକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍ୱତନ୍ତ୍ର ନିଷ୍ପତ୍ତି ନେଇ ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+