Get Updates
Get notified of breaking news, exclusive insights, and must-see stories!

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ: ଭାଇରାଲ ହେଉଛି ଆଶାଳୀନ ପୋଷ୍ଟ

Pravati Parida: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଶାଳୀନ ପୋଷ୍ଟ ଏବଂ ଫଟୋ । ସାମାଜିକ ଗଣମାଧ୍ୟମରେ ଏପରି ଫଟୋ ଭାଇରାଲ ହେବା ପରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏତଲା ଦିଆଯାଇଛି ।

ଏହି ପୋଷ୍ଟରେ ଉପମୁଖ୍ୟମନ୍ତ୍ରୀ ଙ୍କ ଫଟୋ ରେ ଅଶୃଳ ଶ୍ରଦ୍ଧାଞ୍ଜଳି ଲେଖାଯାଇଛି ଏହାସହ ସୁଭଦ୍ରା ପରିଡା ଙ୍କ ଅକାଳ ବିୟୋଗ ରେ ସୁଭଦ୍ରା ଦୀପ ଦ୍ଵାରା ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ବୋଲି ଲେଖାଯାଇଛି ।

Pravati Parida

ଏପରି ଫଟୋ ଭାଇରାଲ ହେବା ପରେ ରାଜ୍ୟ ବିଜେପିରେ ଅସନ୍ତୋଷ ଦେଖାଦେଇଛି । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏକ ଏତଲା ଦାୟର କରାଯାଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+