ୱାକଫ୍ ବିଲ୍ ନେଇ ନବୀନ ନିବାସରେ ଶେଷ ହେଲା ଆଲୋଚନା,ସମଦୂରତ୍ୱ ଏବଂ ଧର୍ମନିରପେକ୍ଷତା କାଏମ୍

Odisha News: ୱାକଫ୍ ବିଲ୍ ନେଇ ଆଲୋଚନା ପରେ ନବୀନ ନିବାସରୁ ବାହାରିଲେ ବରିଷ୍ଠ ବିଜେଡି ନେତା । ବିଜେଡିର ପରାମର୍ଶଦାତା କମିଟି ଦଳର ସୁପ୍ରିମୋଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି । ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଦିନରେ ଯାହା ଆଲୋଚନା ହୋଇଥିଲା ସେନେଇ ଦଳର ସଭାପତିଙ୍କୁ ଜଣାଇଲୁ । ସେହିପରି ଅନେକ ଦଳୀୟ ପ୍ରସଙ୍ଗ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

Waqf Bill

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ଧର୍ମ ନିରପେକ୍ଷ ଦଳ ଥିଲା,ରହିଛି ଆଉ ଭବିଷ୍ୟତରେ ମଧ୍ୟ ରହିବ । ୱାକଫ୍ ବିଲ୍ ନେଇ ବିଜେଡି ସାଂସଦଙ୍କ ସମର୍ଥନ ବିଷୟରେ ନବୀନ ବାବୁଙ୍କୁ ଅବଗତ କରାଇଥିଲୁ । ସେ ଆହୁରି କହିଛନ୍ତି, ନବୀନ ବାବୁଙ୍କୁ ରାଜ୍ୟସଭା ସଦସ୍ୟମାନେ ନିଜ ନିଜ ମତ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+