ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା
ଆଜି ମାର୍ଚ୍ଚ ୫ । ପ୍ରବାଦ ପୁରୁ, ବିଜୁ ବାବୁଙ୍କ ଜନ୍ମତିଥୀ । ତେବେ ବିଜୁ ବାବୁଙ୍କ ଜନ୍ମବାର୍ଷିକୀରେ, ଭାରତୀୟ ଜନତା ପାର୍ଟିର ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ସମୟରେ, ମୋର ହୃଦୟ ଭାବନାରେ ପରି ପୂର୍ଣ୍ଣ ବୋଲି ସୋସିଆଲ ମିଡ଼ିଆରେ ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ ।

ସେ କହିଛନ୍ତି ମୁଁ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଚାହୁଁଛି । ବିଶେଷକରି ବିଜୁ ବାବୁଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ ସମସ୍ତଙ୍କ ସମର୍ଥନ ଚାହୁଁଛି । ଆପଣଙ୍କ ବିଶ୍ୱାସ ଏବଂ ଉତ୍ସାହ ଆମ ରାଜ୍ୟର ସେବା କରିବା ପାଇଁ ମୋର ସଂକଳ୍ପକୁ ସଚ୍ଚୋଟତା, ସମର୍ପଣ ଏବଂ ସାଧୁତାର ସହିତ ମଜବୁତ କରିବ ବୋଲି ସେ ଲେଖିଛନ୍ତି...ସେ ଆହୁରି ଲେଖିଛନ୍ତି, ତାଙ୍କ ପାଇଁ ୫ ମାର୍ଚ୍ଚ କେବେବି କ୍ୟାଲେଣ୍ଡରରେ କେବଳ ଏକ ତାରିଖ ନୁହେଁ । ଏହି ଦିନ ସେ ବ୍ୟକ୍ତିତ୍ୱ ସମ୍ପନ୍ନ ଏବଂ ପିତାଙ୍କ ପରି ବ୍ୟକ୍ତିତ୍ୱଙ୍କୁ ମନେ ପକାଇଥାଏ ।
ଯିଏ କେବଳ ଓଡ଼ିଶାର ଭାଗ୍ୟକୁ ନୁହେଁ, ବରଂ ସାର୍ବଜନୀନ ଜୀବନରେ ତାଙ୍କ ଯାତ୍ରାକୁ ମଧ୍ୟ ଗଢ଼ି ତୋଳିଥିଲେ । ବିଜୁ ବାବୁ ଜଣେ ପ୍ରକୃତ ରାଜନେତା ଥିଲେ-ଦଳୀୟ ସୀମା ଏବଂ ଆଦର୍ଶରୁ ବାହାରେ । ସେ ଓଡ଼ିଶାର ଥିଲେ, ଓ ପ୍ରତ୍ୟେକ ଓଡ଼ିଆ ତାଙ୍କ ଐତିହ୍ୟରେ ଅନ୍ତର୍ଭୁକ୍ତ । ତାଙ୍କ ଜୀବନ ସାହସ, ସ୍ୱାଭିମାନ ଏବଂ ନିର୍ଭୀକ ସେବାର ବାର୍ତ୍ତା ଥିଲା । ସେ ଏପରି ଏକ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ ଯାହା ଆତ୍ମବିଶ୍ୱାସ, ମର୍ଯ୍ୟାଦା ଏବଂ ଗର୍ବର ସହିତ ଠିଆ ହେବ ।
-
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ଭକ୍ତଙ୍କୁ ଏବେ ନବୀନ ଭୂତ ଲାଗିଛି, ୧୬ ସେ ଭୂତ ଛାଡ଼ିଯିବ ; ବାବୁ ସିଂ -
ଯଥେଷ୍ଟ ତେଲ ଅଛି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି -
କାହିଁକି ଏହି ଦୁଇ ଦେବତା ଶନିଦେବ ଏବଂ ଯମମହାରାଜ କଳା ପୋଷାକ ପିନ୍ଧନ୍ତି, ଏହି ରଙ୍ଗର କ'ଣ ମହତ୍ତ୍ୱ ଅଛି ? -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…











Click it and Unblock the Notifications