ରାଉରକେଲା ଆସନ ପାଇଁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ: ଜୁଏଲ ଓରାମ
ରାଉରକେଲା ଆସନ ପାଇଁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ କହିଲେ ବରିଷ୍ଠ ନେତା ଜୁଏଲ ଓରାମ। ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା ବୋଲି ଜୁଏଲ ଓରାମ କହିଛନ୍ତି । ମାମଲା କ୍ଲିୟର ହେବା ପରେ ତାଙ୍କ ଟିକେଟ ଘୋଷଣା ହେବ ।
କାଲି ଭିତରେ ଦିଲ୍ଲୀପଙ୍କ ଟିକେଟ ଘୋଷଣା ହେବ କହିଲେ ଜୁଏଲ ଓରାମ । ରାଉରକେଲାରୁ ଦିଲୀପ ପ୍ରାର୍ଥୀ ହେବା ନିଶ୍ଚିତ, କେବଳ ଘୋଷଣା ବାକି ବୋଲି ସେ କହିଛନ୍ତି ।

ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ବିଜେପିର ପ୍ରଥମ ଫେଜ୍ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । 112 ଆସନରେ ପ୍ରାର୍ଥୀ ଦେଇଛି ବିଜେପି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପାଇଛନ୍ତି ଟିକେଟ୍ । ସେହିପରି ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର ।
ପ୍ରଥମ ଫେଜ୍ ପ୍ରାର୍ଥୀ ତାଲିକା
- ପଦ୍ମପୁର- ଗୋବର୍ଦ୍ଧନ ଭୁଏ
- ବିଜେପୁର- ସନତ ଗଡ଼ତିଆ
- ବରଗଡ଼- ଅଶ୍ବିନୀ ଷଡ଼ଙ୍ଗୀ
- ଅତାବିରା- ନିହାର ମହାନନ୍ଦ
- ଭଟଲୀ- ଈରାଶିଷ ଆଚାର୍ଯ୍ୟ
- ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ
- ତଳସରା- ଭବାନୀଶଙ୍କର ଭୋଇ
- ସୁନ୍ଦରଗଡ଼- କୁସୁମ ଟେଟେ
- ବୀରମିତ୍ରପୁର- ଶଙ୍କର ଓରାମ
- ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ
- ରାଜଗାଙ୍ଗପୁର- ନରସିଂହ ମିଞ୍ଜ
- ବଣାଇ- ସେବତୀ ନାଏକ
- କୁଚିଣ୍ଡା- ରବି ନାରାୟଣ ନାଏକ
- ରେଙ୍ଗାଲି- ନାଉରୀ ନାଏକ
- ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର
- ଦେବଗଡ଼- ସୁବାସ ପାଣିଗ୍ରାହୀ
- ଆନନ୍ଦପୁର- ଆଲୋକ ସେଠୀ
- କେନ୍ଦୁଝର- ମୋହନ ମାଝୀ
- ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ
- ଉଦଳା- ଭାସ୍କର ମଢ଼େଇ
- ବଡ଼ସାହି- ସନାତନ ବିଜୁଳି
- ବାରିପଦା- ପ୍ରକାଶ ସୋରେନ
- ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର
- ଜଳେଶ୍ବର- ବ୍ରଜ ପ୍ରଧାନ
- ବାଲେଶ୍ବର- ମାନସ ଦତ୍ତ
- ରେମୁଣା- ଗୋବିନ୍ଦ ଦାସ
- ସୋର- ରାଜେନ୍ଦ୍ର ଦାସ
- ସିମୁଳିଆ- ପଦ୍ମଲୋଚନ ପଣ୍ଡା
- ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର
- ଧାମନଗର- ସୂର୍ଯ୍ୟବଂଶୀ ସୂରଜ
- ବିଂଝାରପୁର- ବବିତା ମଲ୍ଲିକ
- ବଡ଼ଚଣା- ଅମର ନାୟକ
- ଧର୍ମଶାଳା- ସ୍ମୃତିରେଖା ପହି
- ଯାଜପୁର- ଗୌତମ ରାୟ
- ସୁକିନ୍ଦା- ପ୍ରଦୀପ ବଳସାମନ୍ତ
- ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
- କାମାକ୍ଷାନଗର- ଶତୃଘ୍ନ ଜେନା
- ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ
- ପାଲଲହଡ଼ା- ଅଶୋକ ମହାନ୍ତି
- ତାଳଚେର- କାଳିନ୍ଦୀ ସାମଲ
- ଛେଣ୍ଡିପଦା- ଅଗସ୍ତୀ ବେହେରା
- ଆଠମଲ୍ଲିକ- ସଂଜୀବ ସାହୁ
- ବୀରମହାରାଜପୁର- ରଘୁନାଥ ଜଗଦଳା
- ସୋନପୁର- ପ୍ରମୋଦ ମହାପାତ୍ର
- ଲୋଇସିଂହା- ମୁକେଶ ମହାଲିଙ୍ଗ
- ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ
- ଟିଟିଲାଗଡ଼- ନବୀନ ଜୈନ
- କଣ୍ଟାବାଂଜି- ଲକ୍ଷ୍ମଣ ବାଗ
- ନୂଆପଡ଼ା- ଅଭିନନ୍ଦନ ପଣ୍ଡା
- ଖଡ଼ିଆଳ- ହିତେଶ ବଗର୍ତ୍ତୀ
- ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
- ନବରଙ୍ଗପୁର- ଗୌରୀଶଙ୍କର ମାଝୀ
- ଲାଞ୍ଜିଗଡ଼- ରମେଶ ମାଝୀ
- ଜୁନାଗଡ଼- ମନୋଜ ମେହେର
- ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ
- ନର୍ଲା- ଅନୀରୁଦ୍ଧ ପ୍ରଧାନ
- ବାଲିଗୁଡ଼ା- କଳ୍ପନା କହଁର
- ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ
- ଫୁଲବାଣୀ- ଉମାଚରଣ ମଲ୍ଲିକ
- ଅନୁଗୋଳ- ପ୍ରତାପ ପ୍ରଧାନ
- କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ
- ବୌଦ୍ଧ- ସରୋଜ ପ୍ରଧାନ
- ବଡ଼ମ୍ବା- ସମ୍ବିତ ତ୍ରିପାଠୀ
- ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ
- ଆଠଗଡ଼- ଅଭୟ ବାରିକ
- ଚୌଦ୍ୱାର- ନୟନ କିଶୋର ମହାନ୍ତି
- ନିଆଳି- ଛବି ମଲ୍ଲିକ
- କଟକ ସଦର- ପ୍ରକାଶ ସେଠୀ
- ମାହାଙ୍ଗା- ସୁମନ୍ତ ଘଡ଼େଇ
- ପାଟକୁରା- ତେଜେଶ୍ବର ପରିଡ଼ା
- ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
- ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ
- ପାରାଦୀପ- ସଂପଦ ସ୍ୱାଇଁ
- ତିର୍ତ୍ତୋଲ- ରାଜକିଶୋର ବେହେରା
- ନିମାପଡ଼ା- ପ୍ରଭାତି ପରିଡ଼ା
- ପୁରୀ- ଜୟନ୍ତ ଷଡ଼ଙ୍ଗୀ
- ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର
- ପିପିଲି- ଆଶ୍ରିତ ପଟ୍ଟନାୟକ
- ଜୟଦେବ- ଅରବିନ୍ଦ ଢାଲି
- ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ
- ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
- ଏକାମ୍ର- ବାବୁ ସିଂହ
- ଜଟଣୀ- ବିଶ୍ୱରଂଜନ ବଡ଼ଜେନା
- ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
- ରଣପୁର- ତାପସ ମାର୍ଥା
- ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ
- ଦଶପଲ୍ଲା- ରାଘବ ମଲ୍ଲିକ
- ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ
- ଭଂଜନଗର- ପ୍ରଦ୍ୟୁମ୍ନ ନାଏକ
- ପୋଲସରା- ଗୋକୁଳାନନ୍ଦ ମଲ୍ଲିକ
- କବିସୂର୍ଯ୍ୟନଗର- ପ୍ରତାପ ନାୟକ
- ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
- ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ
- ଆସିକା- ସରୋଜ ପାଢ଼ୀ
- ସୋରଡ଼ା- ନୀଳମଣି ବିଷୋୟୀ
- ହିଂଜିଳି- ଶିଶିର ମିଶ୍ର
- ଗୋପାଳପୁର- ବିଭୂତି ଜେନା
- ବ୍ରହ୍ମପୁର- କେ. ଅନୀଲ କୁମାର
- ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
- ଚିକିଟି- ମନୋରଂଜନ ଦ୍ୟାନସାମନ୍ତରାୟ
- ପାରଳାଖେମୁଣ୍ଡି- କେ. ନାରାୟଣ ରାଓ
- ଗୁଣପୁର- ତ୍ରିନାଥ ଗମାଙ୍ଗ
- କୋରାପୁଟ- ରଘୁରାମ ମାଛ
- ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ
- ମାଲକାନଗିରି- ନରସିଂହ ମାଡ଼କାମୀ
More From
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ....












Click it and Unblock the Notifications