Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଡିଜିଟାଲ୍ ଜନଗଣନା, ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ

ଆଜି ଠାରୁ ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ । ପ୍ରଥମ ୩ ଦିନ କ୍ଷେତ୍ର ପରିଦର୍ଶନ କରିବେ ଅଧିକାରୀ । ୧୯ ତାରିଖରୁ ଘରକୁ ଘର ଯାଇ ଜନତାଙ୍କ ତଥ୍ୟ ଆଣିବେ ଜନଗଣନା ଅଧିକାରୀ । ମ୍ୟାପରେ ଘରର ସଂଖ୍ୟା ସହ ଘରର ତଥ୍ୟ ସଂଗ୍ରହ କରାଯିବ। ପୋର୍ଟାଲ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ୩୩ଟି ପ୍ରଶ୍ନର ଉତ୍ତର ନେଇ ତଥ୍ୟ ଗ୍ରହଣ କରିବେ ଅଧିକାରୀ । ଘର ଘର ବୁଲି ଜନଗଣନା କରିବେ ୯୦ ହଜାର ୨୦୦ ଅଧିକାରୀ ।

Digital census

୧୫,୧୪୦ ସୁପରଭାଇଜର୍ ନିଯୁକ୍ତ ଥିବା ଜନସଂଖ୍ୟା ନିର୍ଦ୍ଦେଶାଳୟର ସୂଚନା । ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ ଅଧିକାରୀ । ଜଣେ ଅଧିକାରୀଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ହେବ। ଘର ଗଣିବା ସହ ନମ୍ବରିଂ କରିବେ ଓ ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ କରିବେ ଅଧିକାରୀ । ଏପ୍ରିଲ ୧୬ରୁ ମେ'୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍ ଜନଗଣନା ।.

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+