ବିବାଦରେ 'ଦୀଘା ଜଗନ୍ନାଥ ଧାମ'

Digha Jagannath Temple: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳ ଦୀଘାରେ ଜଗନ୍ନାଥ ମନ୍ଦିରର ଉଦଘାଟନ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ମନ୍ଦିରକୁ ଜଗନ୍ନାଥଧାମର ନାମକରଣ କରାଯିବା ପରେ ସେବାୟତମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । ସେହିପରି ବ୍ରହ୍ମ ସ୍ଥାପନକୁ ନେଇ ମଧ୍ୟ ବିରୋଧ କରାଯାଉଛି ।

Digha Jagannath Temple

ପୁରୀ ସେବାୟତମାନେ ତୀବ୍ର ବିରୋଧ କରିବା ସହ କହିଛନ୍ତି ଯେ, ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ପୁରୀ ମନ୍ଦିରରେ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି କିନ୍ତୁ ଜଗନ୍ନାଥଧାମ ଓ ବ୍ରହ୍ମ ସ୍ଥାପନାକୁ ଅଗ୍ରହଣୀୟ ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି ଦୀଘାରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ଏକ ଦର୍ଶନୀୟ ସ୍ଥାନ ହୋଇପାରେ ହେଲେ ଏହାକୁ ଜଗନ୍ନାଥଧାମର ନାଁ ଦିଆଯାଇ ପାରିବ ନାହିଁ ବୋଲି ମଧ୍ୟ ଦାବି କରାଯାଉଛି । ସେହିପରି ପୁରୀ ଦଇତାପତି ସେବାୟତ ମାନେ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଘଟଣାକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+