ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ସମୀକ୍ଷା ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ, ରୋଗୀ ସଂଖ୍ୟା କମୁଛି ।

ସରକାର ସକ୍ରିୟ ଭାବେ କାମ କରୁଛନ୍ତି, ଲୋକଙ୍କୁ ସଚେତନ କରାଯାଉଛି । ଯାଜପୁର ଜିଲ୍ଲାରେ ସାବୁନରେ ହାତ ଧୋଇବାକୁ ସଚେତନ କରାଯାଉଛି । ବାସି ଖାଦ୍ୟ ବିକ୍ରି ହେଉଥିଲେ ଚଢ଼ାଉ କରାଯାଇ ଫାଇନ୍ ଆଦାୟ ହେଉଛି । ପିଇବାକୁ ପାଣି ଯୋଗ୍ୟ ନ ହେଲେ ନଳକୂପ ଅଚଳ କରାଯାଉଛି ।

odisha Health Minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+