ପିଇବା ପାଣିରୁ ଡାଇରିଆ ବ୍ୟାପି ଥାଇପାରେ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ପିଇବା ପାଣିରୁ ବ୍ୟାପି ଥାଇପାରେ ଡ଼ାଇରିଆ । ଲ୍ୟାବ୍ ରିପୋର୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ଯାଜପୁର ଡାଇରିଆ ନେଇ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦିନ ୩ଟାରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ଏଯାଏଁ ୫ ଜଣ ମୃତ୍ୟୁବରଣ କରିଥିବ ବେଳେ ୨୪୫ ଜଣ ଚିକିତ୍ସାଧୀନ ଅଛନ୍ତି । ଆଗୁଆ ମୌସୁମୀ ଏହାର କାରଣ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେଣୁ ସମସ୍ତଙ୍କୁ କୁହାଯାଉଛି ଭଲ ପାଣି ବ୍ୟବହାର କରନ୍ତୁ । ଭଣ୍ଡାରୀପୋଖରୀକୁ ଡାକ୍ତରୀ ଟିମ୍ ପଠାଯାଇଛି । ଡବ୍ଲୁଏଚ୍‌ଓ, ଆଇସିଏମ୍‌ଆର୍‌ ଟିମ୍ ଗ୍ରାଉଣ୍ଡରେ ଅଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Health Director

ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଝାଡ଼ାବାନ୍ତିସ୍ଥିତି ଆୟତ୍ତରେ ରହିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମିଥିବା ଶୁକ୍ରବାର ସକାଳ ସୁଦ୍ଧା ସୂଚନା ମିଳିଛି। ମଙ୍ଗଳବାରଠାରୁ ଶୁକ୍ରବାର ୪ ଦିନ ମଧ୍ୟରେ ଧର୍ମଶାଳାରେ ମୋଟ୍‌ ୨୧୩ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ବେଳେ ଆଜି ସୁଦ୍ଧା ୪୮ଜଣ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଏହି ସ୍ଥିତିରେ ସୁଧାର ଆସିଥିବା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁଧୀର ସାହୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+