ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି ,ଝାଡ଼ାବାନ୍ତିରେ ୧୪୨ରୁ ଅଧିକ ଆକ୍ରାନ୍ତ ସୂଚନା

ରାଜଧାନୀ ଭୁବନେଶ୍ୱରରେ ବ୍ୟାପୁଛି ଝାଡାବାନ୍ତି । ୱାର୍ଡ ନମ୍ବର ୧୩ରେ ନୀଳାଦ୍ରି ନିବାସରେ ଝାଡାବାନ୍ତି ବ୍ୟାପୁଥିବା ନେଇ ମଙ୍ଗଳବାର ଖବର ସାମ୍ନାକୁ ଆସିଛି। ପ୍ରାୟ ୧୪୨ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି। ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ପହଞ୍ଚି ଅନୁଧ୍ୟାନ କରୁଛି।

Diarrhea
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+