ଚିନ୍ତା ବଢ଼ାଉଛି ଝାଡାବାନ୍ତି, ଆଜି ୩ଟି ଜିଲ୍ଲା ଗସ୍ତରେ ଯିବ ରାଜ୍ୟ ଟିମ୍

ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଏପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ୩ଟି ଜିଲ୍ଲା ଗସ୍ତରେ ଯିବ ରାଜ୍ୟ ଟିମ୍ । ଯାଜପୁର,କଟକ ଓ ଭଦ୍ରକ ଗସ୍ତରେ ଯିବ ରାଜ୍ୟସ୍ତରୀୟ ଟିମ୍ । ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କ ଡାଇରିଆରେ ମୃତ୍ୟୁ ହୋଇଛି।

Diarrhea

ପାଣି ପାଇଁ ବ୍ୟାପିଛି ଡାଇରିଆ । ଗତକାଲି ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ଯାଞ୍ଚ ପରେ ଏହି ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ ।

ସୂଚନାମୁତାବକ, କେନ୍ଦ୍ରୀୟ ଟିମ୍ ଜଳର ଉତ୍ସକୁ ଚିହ୍ନଟ କରି ବିଶୋଧନ କରିବା ଓ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ଉପରେ କେନ୍ଦ୍ରୀୟ ଟିମ୍ ଗୁରୁତ୍ବ ଦେଇଛନ୍ତି। ବିଭିନ୍ନ ପାଣି ଫ୍ୟାକ୍ଟ୍ରିଗୁଡ଼ିକର ମାନ ଯାଞ୍ଚ, ଅଧିକ ସମ୍ବେଦନଶୀଳ ଜିଲ୍ଲା ଯାଜପୁର, ଭଦ୍ରକ ଓ କେନ୍ଦୁଝର ଉପରେ ଅଧିକ ଫୋକସ୍ କରିବା ଲାଗି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+