Get Updates
Get notified of breaking news, exclusive insights, and must-see stories!

ଏଣିକି MKCGରେ ରବିବାର ବନ୍ଦ ହେବନି ଡାଏଲିସିସ୍

MKCGରେ ଆଉ ରବିବାର ବନ୍ଦ ହେବନି ଡାଏଲିସିସ୍ । MKCG ଅଧିକ୍ଷକ ଡା. ଦୁର୍ଗାମାଧବ ଶତପଥୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ଏମକେସିଜି ହସ୍ପିଟାଲ। ବିଭାଗୀୟ ମୁଖ୍ୟଙ୍କୁ କୈଫୟତ ତଲବ କଲେ ଅଧିକ୍ଷକ । ମରାମତି ଯୋଗୁ ଡାଏଲିସିସ ବନ୍ଦ ଥିବା କହିଲେ ବିଭାଗୀୟ ମୁଖ୍ୟ ।

MK CG

ତେବେ ଦକ୍ଷିଣ ଓଡ଼ିଶାବାସୀ ଚିକତ୍ସା ପାଇଁ ନିର୍ଭରଶୀଳ ବ୍ରହ୍ମପୁର MKCG ହସ୍ପିଟାଲ ଉପରେ । ଦୀର୍ଘ 50 ବର୍ଷ ଧରି MKCG ହସ୍ପିଟାଲ ଗୁରୁତର ରୋଗୀଙ୍କ ପାଇଁ ବରଦାନ ସାଜିଛି । ହେଲେ କିଛିଦିନ ହେବ ଡାଏଲିସିସ୍ ଘଟଣାକୁ ନେଇ ବଦନାମ ହୋଇଛି ଏହି ହସ୍ପିଟାଲ ।ସେଠାରେ ରବିବାର ଡାଏଲିସିସ୍ ହଉନଥିବା ଦେଖିବାକୁ ମିଳିଥିଲା । ଗୁରୁତର କିଡନୀ ରୋଗୀଙ୍କ ରକ୍ତରୁ ବର୍ଯ୍ୟ ନିଷ୍କାସନ ଲାଗି ହେଉଥିବା ଏହି ଚିକିତ୍ସା ପଦ୍ଧତି ରବିବାର ଛୁଟି ଦିନ ଲାଗି ବନ୍ଦ ରହୁଥବା ଦେଖିବାକୁ ମିଳିଥିଲା । ଫଳରେ ବହୁ ରୋଗୀ ଏନେଇ ହନ୍ତସନ୍ତ ହେଉଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+