ଗତ 6 ବର୍ଷରେ ଓଡିଆ ଚାଷୀଙ୍କୁ କେନ୍ଦ୍ର ଦେଇଛି 60 ହାଜର କୋଟି: ଧର୍ମେନ୍ଦ୍ର

ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନାରେ ଅର୍ଥ ରାଶି ପ୍ରାପ୍ତି ହୋଇଥିବ ଧର୍ମେନ୍ଦ୍ର ଟ୍ୱିଟ କରି ପ୍ରକାଶ କରିଛନ୍ତି ।

ଭୁବନେଶ୍ବର: ଚାଷୀଙ୍କ ପାଇଁ କେନ୍ଦ୍ରର ବିଭିନ୍ନ ପଦକ୍ଷେପ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍‌ । ମୋଦିଙ୍କ ସରକାରରେ 'ଅନ୍ନଦାତା'ଙ୍କ ହାତମୁଠାକୁ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନାରେ ଅର୍ଥ ରାଶି ପ୍ରାପ୍ତି ହୋଇଥିବ ଧର୍ମେନ୍ଦ୍ର ଟ୍ୱିଟ କରି ପ୍ରକାଶ କରିଛନ୍ତି ।

 ଧର୍ମେନ୍ଦ୍ର ପ୍ରଧାନ

ଗତ ୬ ବର୍ଷରେ ଏମ୍‌ଏସ୍‌ପିର ଦ୍ରୁତ ବୃଦ୍ଧି ଚାଷୀମାନଙ୍କୁ ଅଧିକ ଲାଭ ଦେଇଛି । ଗତ ୬ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ୍‌ ମିଡିଆରେ ସୂଚନା ଦେଇଛନ୍ତି।
ପିଏମ୍‌ କିଷାନରେ ସମସ୍ତ ଯୋଗ୍ୟ ଚାଷୀ ଉପକୃତ ହୋଇଛନ୍ତି, ୨୦୧୮-୧୯ରୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୭୩୧.୮୭ କୋଟି ଯାଇଥିବା ଧର୍ମେନ୍ଦ୍ର କହିଛନ୍ତି ।

ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦,୮୩୬.୯୭ କୋଟି ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+