ପୁରୀ ଅଘଟଣ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ସୂଚନା । ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ । ଭକ୍ତ ମୋବାଇଲ୍ ରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି ତାହାର ଯାଞ୍ଚ ଚାଲିଛି ବୋଲି nbsp;କହିଲେ nbsp;ଡିଜିପି nbsp;।