ମାଓ ଦମ୍ପତି ନିଖିଲ୍ ଓ ଇନ୍ଦୁର ଆତ୍ମସମର୍ପଣ ନେଇ ସ୍ପଷ୍ଟ କଲେ ଡିଜିପି

ମାଓ ଦମ୍ପତି ନିଖିଲ୍ ଓ ଇନ୍ଦୁର ଆତ୍ମସମର୍ପଣ ନେଇ ସ୍ପଷ୍ଟ କଲେ ଡିଜିପି। ପ୍ରେସମିଟ୍‌ରେ ସୂଚନା ଦେଲେ ଡିଜିପି ୱାଇ.ବି ଖୁରାନିଆ । ଜଗତସିଂହପୁରର ନିଖିଲ୍‌ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ କରିଛି । କଟକ ଟାଙ୍ଗୀର ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କାର ଆତ୍ମସମର୍ପଣ କରିଛନ୍ତି । ବାଶଧାରା ଘୁମୁସର ନାଗାବଳୀ ଡିଭିଜନର ମୋଟ୍ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ। ନିଖିଲ୍ ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିଲା। ଦୁଇ ଦଶନ୍ଧିରୁ ଅଧିକ ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିଲା ନିଖିଲ୍ । ଏବେବି କନ୍ଧମାଳ ପାଖାପାଖି ଜିଲ୍ଲାରେ କିଛି କ୍ୟାଡର ମାଓବାଦୀ ଉପସ୍ଥିତ ଅଛନ୍ତି। ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ଡିଜିପିଙ୍କ ଅପିଲ୍। ରାଜ୍ୟରେ ଆଉ କିଛି ହାତଗଣତି ମାଓବାଦୀ ଅଛନ୍ତି। ମାର୍ଚ୍ଚ ପୂର୍ବରୁ ସେମାନେ ବି ଆତ୍ମସମର୍ପଣ କରିବେ ବୋଲି ଭାବୁଛି ।

DGP
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+