ରାଜ୍ୟର ୮୭ଟି ଜେଲ୍‌ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ

କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍‌ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ୪୦୦ କଏଦୀଙ୍କ ସଜା କୋହଳ ହେବ ବୋଲି ଜେଲ ଡିଜି ଅରୁଣ ରାୟ ସୂଚନା ଦେଇଛନ୍ତି।

DG Prison
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+