ଭିଜିଲାନ୍ସ ଜାଲରେ DFO ନିତ୍ୟାନନ୍ଦ ନାୟକ, ଏକକାଳୀନ ୭ଟି ସ୍ଥାନରେ ରେଡ୍‌

ଭିଜିଲାନ୍ସ ଜାଲରେ DFO ନିତ୍ୟାନନ୍ଦ ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କଲା ଭିଜିଲାନ୍ସ। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର ଅର୍ଥାତ୍ ଜୁଲାଇ ୨୦ ରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ୍ତ ସମ୍ପତ୍ତି (DA) ଅଭିଯୋଗରେ ଅନୁସନ୍ଧାନ ଆରମ୍ଭ ହୋଇଛି ।

DFO Nityanand Nayak

ଏହି ତଦନ୍ତ କେନ୍ଦୁଝର, ଅନୁଗୁଳ ଓ ନୟାଗଡ଼ ଜିଲ୍ଲାରେ ଥିବା ତାଙ୍କର ୭ଟି ସ୍ଥାନରେ ଏକକାଳୀନ ଚାଲିଛି। ଏହି ଅଭିଯାନ ଭିଜିଲାନ୍ସର ୩ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ଦ୍ୱାରା କେନ୍ଦୁଝର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚାଲିଛି।

ଅନୁଗୁଳରେ ଥିବା ଏକ ଚାରି ମହଲା ବିଶିଷ୍ଟ ବିଲଡିଂ।
ଅନୁଗୁଳ ଜିଲାର ବଣ୍ଟାଳା ଥାନା ଅଧୀନ ମଦନମୋହନ ପଟଣା ଗ୍ରାମରେ ତାଙ୍କର ପୈତୃକ ଘର।
ଅନୁଗୁଳ ଜଗନ୍ନାଥପୁରରେ ତାଙ୍କ ଶଶୁର ଘର।
କେନ୍ଦୁଝରରେ ଥିବା ଡିଏଫଓ, କେନ୍ଦୁ ପତ୍ର ଡିଭିଜନର ଅଫିସ।
କେନ୍ଦୁଝରରେ ତାଙ୍କର ସରକାରୀ ବାସଭବନ।
ନୟାଗଡ଼ ଜିଲାର କୋମଣ୍ଡାରେ ତାଙ୍କ ପୁଅଙ୍କ ବାସଗୃହ।
ନୟାଗଡ଼ ଜିଲାର ନୂଆ-କୋମଣ୍ଡାରେ ତାଙ୍କ ପୁଅଙ୍କ ଅଫିସ ଚାମ୍ବର (PHC)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+