Get Updates
Get notified of breaking news, exclusive insights, and must-see stories!

ସ୍ନାନଯାତ୍ରାରେ କାଳିଆ ଦର୍ଶନ ପାଇବେ ଶ୍ରଦ୍ଧାଳୁ

ଚଳିତ ବର୍ଷ ସ୍ନାନଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି ।

ପୁରୀ: ଚଳିତ ବର୍ଷ ସ୍ନାନଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଭକ୍ତମାନେ ସ୍ନାନବେଦୀ ତଳ ରାସ୍ତା ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ ସେହିଭଳି ଚଳିତ ବର୍ଷ ଦର୍ଶନ କରିବେ ।

Jagannnath temple

ଭକ୍ତମାନେ କେବଳ ଦର୍ଶନ କରିପାରିବେ କିନ୍ତୁ ଶ୍ରୀବିଗ୍ରହମନଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସେହିପରି ଯଦି ଚଳିତ ବର୍ଷ କୋଭିଡର ପ୍ରଭାବ ନ ରହେ ତେବେ ରଥଯାତ୍ରାରେ ମଧ୍ୟ ସାମିଲ ହେବେ ଭକ୍ତ। ପୂର୍ବ ଭଳି ବଡ ଦାଣ୍ଡରେ କାଳିଆ ଦର୍ଶନ କରିପାରିବେ ଜଗା ଭକ୍ତ । ଏନେଇ ଚିନ୍ତା କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+