For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରୀପଞ୍ଚମୀରେ ଶ୍ରୀଜିଉଙ୍କୁ ୪ କେଜି ୮୫୮ ଗ୍ରାମ ସୁନା ଦାନ କଲେ ଭକ୍ତ

ମହାପ୍ରଭୁଙ୍କ ସୁବର୍ଣ୍ଣବେଶ ପାଇଁ ଜଣେ ଦାତା ଦେଲେ ସ୍ବର୍ଣ୍ଣ ଅଳଙ୍କାର । ୪ କେଜି ୮୫୮ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ରୁପାରେ ହୋଇଛି ଅଳଙ୍କାର ।

|

ପୁରୀ: ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ । ମହାପ୍ରଭୁଙ୍କ ସୁବର୍ଣ୍ଣବେଶ ପାଇଁ ଜଣେ ଦାତା ଦେଲେ ସ୍ବର୍ଣ୍ଣ ଅଳଙ୍କାର । ୪ କେଜି ୮୫୮ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ରୁପାରେ ହୋଇଛି ଅଳଙ୍କାର ।

Jagannath temple

ଏଥିରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ ଝୋବା ରହିଛି । ଏହି ସ୍ୱର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି।

Jagannath temple
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Devotees donated 4 kg and 756 grams of gold to Jagannath temple
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X