ଏବେ ବି ପାଣ୍ଡିଆନଙ୍କ କବ୍ଜାରେ ବିଜେଡି କହି ବର୍ଷିଲେ ଦେବୀ ରଂଜନ ତ୍ରିପାଠୀ
ଏବେ ବି ପାଣ୍ଡିଆନଙ୍କ କବ୍ଜାରେ ବିଜେଡି କହି ବର୍ଷିଲେ ଦେବୀ ରଂଜନ ତ୍ରିପାଠୀ । ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ପଚାରିଲେ । ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମଧ୍ୟ ସିଧାସଳଖ ନବୀନଙ୍କୁ ଟାର୍ଗେଟ୍ କଲେ । ପୂର୍ବରୁ ୨୦ ବିଧାୟକଙ୍କ ଉପସ୍ଥିତିରେ କହିଥିଲେ ଟ୍ରଷ୍ଟ ବିଷୟରେ ଜାଣି ନାହାନ୍ତି । ଏନେଇ ପ୍ରଭାତ ବିଶ୍ବାଳଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ ନବୀନ । ତେଣୁ ଆଜି ନବୀନ ବାବୁ ଚାପରେ ଆସି ଏହା କହିଥାଇ ପାରନ୍ତି ।ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି, ମାତ୍ର ନିଷ୍ପତ୍ତି ସହିତ ନାହିଁ' । ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, ଚାଟୁକାରଙ୍କ ସହ ନାହିଁ' ।













Click it and Unblock the Notifications