କ୍ୟାମ୍ପ ଧ୍ବଂସ ସହ ବିପୁଳ ମାଓ ସାମଗ୍ରୀ ଜବତ; କମ୍ବିଂ ଅପରେସନ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ
ବଣାଇ: ମାଓ କ୍ୟାମ୍ପ ଧ୍ବଂସ । ମାଓ କ୍ୟାମ୍ପ ଧ୍ବଂସ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଝାଡ଼ଖଣ୍ଡ ଗୋଏଲକେରା ଥାନା ଟେନ୍ଟୋ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । ବିଷାକ୍ତ ଲେପ ଥିବା ୨୧ଟି ତାର, ୨.୫ କେଜି ଗନ୍ ପାଉଡର୍ ଜବତ କରାଯାଇଛି ।

୫ କେଜି ଆମୋନିଆ ନାଇଟ୍ରେଟ ପାଉଡର, ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ ।












Click it and Unblock the Notifications