Get Updates
Get notified of breaking news, exclusive insights, and must-see stories!

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

ଭିଜିଲାନ୍ସ ଜାଲରେ ରାଉରକେଲା ବନଖଣ୍ଡର ବିଶ୍ରା ଡେପୁଟି ରେଞ୍ଜର ଅସିତ୍ ପଟ୍ଟନାୟକ । ସୂଚନା ଅନୁସାରେ ବନବିଭାଗରେ ଲାଗିଥିବା ଗାଡ଼ି ଭଡ଼ା ଏପ୍ରିଲ ମାସର ବିଲ୍ କରାଇବା ଓ ପୁନର୍ବାର ଗାଡିକୁ ମେ ମାସ ଠାରୁ ବିଭାଗରେ ଭଡ଼ା ସୂତ୍ରରେ ଲଗାଇ ଦେବା ପ୍ରତିଶୃତି ଦେଇ ୧୮ ହଜାର ଟଙ୍କା ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ ।

vigilance
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+