ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଜାନୁଆରୀ ୨୯, ୩୦ରେ ଯାଆନ୍ତୁ ବ୍ୟାଙ୍କ

Odisha News: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ସୁଭଦ୍ରା ଆବେଦନକାରୀଙ୍କୁ ଜାନୁଆରୀ ୨୯ ଓ୩୦ ତାରିଖରେ ବ୍ୟାଙ୍କ ଯାଆନ୍ତୁ । ଏହି ଦୁଇ ଦିନ ବ୍ୟାଙ୍କଗୁଡିକ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବେ । ସେହିପରି ଯେଉଁମାନଙ୍କୁ କଲ୍ ଏବଂ ମେସେଦ୍ ଆସିଛି ସେମାନେ ତୁରନ୍ତ ବ୍ୟାଙ୍କ ଯାଆନ୍ତୁ । NOCI ଦ୍ୱନ୍ଦ ଦୂର କରିବା ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବା ପାଇଁ ପଡିବ ।

Subhadra Yojana

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ ସେଠି ପହଞ୍ଚିବେ ଏବଂ ବ୍ୟାଙ୍କ ପହଞ୍ଚି ଏନପିସିଆଇ ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇବେ । ପ୍ରାୟ ୩ ଲକ୍ଷ ୩୧ ହଜାର ଆବେଦନକାରୀଙ୍କ ସମସ୍ୟା ରହିଛି ଯେଉଁମାନେ ଟାଙ୍କା ପାଇବା ପାଇଁ ଯୋଗ୍ୟ, କେହି ଯେପରି ଟଙ୍କା ପାଇବାରୁ ବଞ୍ଚିତ ନ ହୁଅନ୍ତୁ ସେଥି ପ୍ରତି ଧ୍ୟାନ ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+