ସୁଭଦ୍ରା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ଖୁବ୍ ଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ ଦଫା ଟଙ୍କା ମିଳିବ। ଯେଉଁମାନେ ବାଦ୍ ପଡ଼ିଛନ୍ତି ସେମାନଙ୍କ ପାଇଁ ଗାଇଡଲାଇନ ଆସିବ।ବାଦ୍ ୨ ଲକ୍ଷ ୬୭ ହଜାର ମହିଳାଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ । ଆଜି ଅପରାହ୍ନରେ ବୈଠକ ବସି ଏନେଇ ରୂପରେଖ ପ୍ରସ୍ତୁତ ହେବ।