ବଡ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ; କହିଲେ ଯୋଗ୍ୟ ହିତାଧିକାରୀ ନିଶ୍ଚୟ ପାଇବେ ସୁଭଦ୍ରା ଯୋଜନା ସହାୟତା
ଯୋଗ୍ୟ ହିତାଧିକାରୀ ନିଶ୍ଚୟ ପାଇବେ ସୁଭଦ୍ରା ଯୋଜନା ସହାୟତା । ସୁଭଦ୍ରା ଯୋଜନାର ସମୀକ୍ଷା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା। କାହିଁକି ବଞ୍ଚିତ ହେଲେ, ତାହାର ତର୍ଜମା ଚାଲିଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । ଯୋଗ୍ୟ ହୋଇଥିଲେ ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ।













Click it and Unblock the Notifications