ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଗୋଡ଼ରେ ସାମାନ୍ୟ ଆଘାତ । କଟକ ବାଲିଯାତ୍ରା ପଡ଼ିଆରେ ସମୀକ୍ଷା ବେଳେ ଗୋଡ଼ ଖସିଗଲା । SCBରେ ଚିକିତ୍ସା ପରେ ଭୁବନେଶ୍ବର ଫେରି ଆସିଲେ ।