Odisha Weather: ଟ୍ୱିନସିଟିରେ ଘନ କୁହୁଡି, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ

Odisha Weather: ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ଆସ୍ତରଣ ଜମିଛି। ଭୁବନେଶ୍ୱର, ପୁରୀ, କଟକ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କହୁଡ଼ି ଦେଖିବା ପାଇଁ ମିଳୁଛି । କୁହୁଡି ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିବା ସହ ଗାଡ଼ି ଚଳାଇବାରେ ବାଧା ଉପୁଜିଛି ।

Odisha Weather

ଭୁବନେଶ୍ୱର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବା ପାଇଁ ମିଳିଛି ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ସକାଳେ ଲୋକେ ଗାଡ଼ିର ଲାଇଟ୍ ଲଗାଇ ଯାତାୟତ କରୁଥିବାର ଦେଖିବା ପାଇଁ ମିଳୁଛି ।

ରାଜ୍ୟରେ ଶୀତର ପ୍ରକୋପ କମ ରହିଛି । ହେଲେ ସକାଳ ଓ ରାତି ସମୟରେ ଘନ କୁହୁଡି ପାଇଁ ଘରୁ ବାହାରିବା କଷ୍ଟକର ହୋଇ ପଡିଛି । ଘନ କୁହୁଡି ଯୋଗୁ ରାସ୍ତା ଘାଟା ଦୃଶ୍ୟମାନ ହେଉ ନାହିଁ ଫଳରେ ଗାଡ଼ିଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି । ସେହିପରି ଜାନୁଆରୀ ମାସରୁ ତାମପାତ୍ରା ବୃଦ୍ଧି ପାଇବାରେ ଲାଗିି । ଦିନ ବେଳେ ଗରମ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+