ବଣାଇ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ; ଯାତାୟାତ ବାଧାପ୍ରାପ୍ତ

ଚାଲିଛି ଧର୍ମମାସ କାର୍ତ୍ତିକ । ରାଜ୍ୟରେ କମିଛି ବର୍ଷାର ପ୍ରକୋପ । ଆଗକୁ ବି ଲଘୁଚାପ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ତଥାପି ଅନେକ ସ୍ଥାନରେ ପାଗ ଶୁଖିଲା ରହିଛି । ଏହାରି ଭିତରେ ସୁନ୍ଦରଗଡ ଜିଲ୍ଲା ବଣାଇରେ ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଅନୁଭୂତ ହୋଇଛି କୁହୁଡି ସାଙ୍ଗକୁ ଶୀତ । କୁହୁଡ଼ି ଏତେ ମାତ୍ରାରେ ହୋଇଛି ଯେ ୧୦୦ ମିଟର ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ। ଲୋକମାନେ ରାସ୍ତାରେ ଗାଡ଼ି ଚଳାଇ ଯିବା ଆସିବା କରୁଛନ୍ତି । ଲୋକମାନେ ହାଲୁକା ଶୀତର ମଜା ନେବା ସହ ଶୀତ ବସ୍ତ୍ର ପିନ୍ଧିବା ଆରମ୍ଭ କଲେଣି । ଏଣୁ ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ପାରଦ ଖସିବ ବୋଲି ଆଶା କରିଛନ୍ତି ସ୍ଥାନୀୟଲୋକ।

disrupted
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+