ଆରମ୍ଭ ହେଲା ସାଲିଆ ସାହିରେ ଉଚ୍ଛେଦ; ୫୧୭ ଘର ଉଚ୍ଛେଦ କରିବ ମିଳିତ ଟିମ୍
ଆରମ୍ଭ ହେଲା ସାଲିଆ ସାହିରେ ଉଚ୍ଛେଦ । ବିଏମ୍ସି ଓ ବିଡିଏ ମିଳିତ ଟିମ୍ ପକ୍ଷରୁ ସାଲିଆ ସାହିରେ ଉଚ୍ଛେଦ । ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ । ପାଖାପାଖି ୫୧୭ ଘର ଉଚ୍ଛେଦ କରିବ ମିଳିତ ଟିମ୍ । ଘଟଣାସ୍ଥଳରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ।













Click it and Unblock the Notifications