ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର: ତାରାପ୍ରସାଦ ବାହିନୀପତି

Odisha News: ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନର ଜୋରଦାର ପ୍ରତିବାଦ । ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ବିଧାୟକଙ୍କ ଧାରଣା ଦେଇଛନ୍ତି । ବିଳମ୍ବିତ ରାତିରୁ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ । ରାସ୍ତା ଉପରେ ଧାରଣା ଦେଇଥିବା ବରିଷ୍ଠ ବିଧାୟକ ତାରା ବାହିନୀପତି ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ।

ବିଧାୟକ ତାରା ବାହିନୀପତି କହିଛନ୍ତି, ମୋତେ ନ୍ୟାୟ ଦରକାର । ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ମୋତେ ନ୍ୟାୟ ଦରକାର । ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା । ପିସିସି ସଭାପତି, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଜୟଦେବ ଆମକୁ ଦେଖିବାକୁ ଆସିଥିଲେ ହେଲେ ତାଙ୍କୁ ଛଡାଗଲା ନାହିଁ ।

Tara Prasad Bahinipati

ବିଧାୟକ ତାରା ବାହିନୀପତି ଆହୁରି କହିଛନ୍ତି, ଆମକୁ ପୋଲିସ ଲଗାଇ ମାଡ଼ ମାରାଯାଇଛି, ଦାଳିଗୁଲଜ କରାଯାଉଛି । ମୋ ବେକରୁ ଚେନ୍ ଛଡାଇନେଲେ । ଇତିହାସରେ ଏପରି ଘଟଣା ପ୍ରଥମ ଥର ଘଟିଛି । ମୋତେ ନ୍ୟାୟ ଦରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+