ଜଗତପୁରରେ ଭୟଙ୍କର ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

କଟକ ଜଗତପୁର ପାଗାରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିସ୍ଫୋରଣରେ ମାଆ ଓ କୁନି ଝିଅର ମୃତ୍ୟୁ ହୋଇଥିଲା । ଜଗତପୁର ପାଗା ମହାଜନପୁରରେ ଘଟିଥିଲା ବିସ୍ଫୋରଣ । ଘରେ ବାଣ ଭିଡ଼ିବା ବେଳେ ଘଟିଥିଲା ବିସ୍ଫୋରଣ । ବିସ୍ପୋରଣ ସମୟରେ ଘରେ କେହି ପୁରୁଷ ସଦସ୍ୟ ନଥିଲେ ।

blast rises

ଜାନୁୟାରୀ ୨୬ରେ ଭୁବନେଶ୍ବର ସୁନ୍ଦରପଦାରେ ବୋମା ଫୁଟିବା ଘଟଣାକୁ ପ୍ରଥମ ବାଣ ବିସ୍ଫୋରଣ କୁହାଯାଉଥିଲା । ପରେ NIA ଏହି ଘଟଣାର ତଦନ୍ତ ଭାର ହାତକୁ ନେଇଥିଲା । ଏବେ NIA ନଜରରେ ରହିଛି ପାଗା ବିସ୍ଫୋରଣ । ଭୁବନେଶ୍ଵର ସୁନ୍ଦରପଦା ବ୍ଲାଷ୍ଟ ଘଟଣାରେ ଟ୍ରାଇନାଇଟ୍ରୋ ଟ୍ରିଆଜିନ ନାମକ ରସାୟନ ଘଟଣାସ୍ଥଳରୁ ପାଇଥିଲା ତଦନ୍ତକାରୀ ଟିମ୍ । ଯାହା ବଡ ଧରଣର ବିସ୍ଫୋରଣ ଘଟାଇବା ପାଇଁ ବ୍ୟବହାର କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+