ରାୟଗଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ମୃତ

ରାୟଗଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ୍ ପିଟି ଦେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି ।

accident

ରାୟଗଡ଼ା: ରାୟଗଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ୍ ପିଟି ଦେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି । ମୃତାହତମାନେ ଆନ୍ଧ୍ରପ୍ରଦେଶର କମରଡ଼ାର ବାସିନ୍ଦା ବୋଲି ସୂଚନା ରହିଛି । ବାହଘର ଭୋଜିରେ ଖାଇବା ପାଇଁ ଆସୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ସୂଚନା ଅନୁସାରେ ଅଟୋରେ ୧୪ ଜଣ ଥିବା ନେଇ ସୂଚନା ରହିଛି ।

ବାହାଘର ଭୋଜି ହେଲା କାଳ । ଏକ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ପ୍ରାୟ ୪ଟା ବେଳେ ଦୁର୍ଘଟଣାର ଘଟିଥିଲା । ସମସ୍ତ ମୃତକ ଆନ୍ଦ୍ରପ୍ରଦେଶର କମରଡ଼ା ଅଞ୍ଚଳର ବୋଲି ସୂଚନା ରହିଛି । ଆହତଙ୍କ ମଧ୍ୟରୁ ଜଣଙ୍କୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରକ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+