Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱର IIT କ୍ୟାମ୍ପସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; ହଷ୍ଟେଲ୍‌ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା

ଭୁବନେଶ୍ୱର IIT କ୍ୟାମ୍ପସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ହଷ୍ଟେଲ୍‌ ଛାତରୁ ଡେଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା। ଛାତ୍ରୀଙ୍କ ଘର ଦିଲ୍ଲୀ, ବି.ଟେକ୍ ତୃତୀୟ ବର୍ଷ ପଢ଼ୁଥିଲେ।

Bhubaneswar IIT campus

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଅରୁଗୁଳ ସ୍ଥିତ ଭୁବନେଶ୍ବର IITର ଜଣେ ଛାତ୍ରୀ ପଞ୍ଚମ ମହଲାରୁ ଡେଇଁ ପଡିବା ଯୋଗୁଁ ତାଙ୍କର ମୃତ୍ଯୁ ହୋଇଛି ।

ମୃତ ଛାତ୍ରୀ ଜଣଙ୍କ ଦିଲ୍ଲୀର କ୍ରିତିକା ରାଜ ବୋଲି ଜଣାପଡିଛି । ସେ IITର ତୃତୀୟ ବର୍ଷର ଛାତ୍ରୀ ଥିଲେ । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ତେବେ ଛାତ୍ରୀ ଜଣଙ୍କ କୌଣସି କାରଣ ପାଇଁ ଆତ୍ମହତ୍ୟା କରିଥିବା ଜଟଣୀ ପୋଲିସ ପକ୍ଷରୁ ସୂଚନା ରହିଛି । କିନ୍ତୁ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ୧୦ ଦିନ ତଳେ କ୍ରିତିକା ଘରକୁ ଯାଇ ଫେରିଥିଲେ । କିଛି ଦିନ ହେଲାଣି ସେ ଚୁପ ଚାପ ରହୁଥିଲେ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+