RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା ପାଇଁ ତାରିଖ ଘୋଷଣା
RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା ପାଇଁ ତାରିଖ ଘୋଷଣା । ସବୁ ଜିଲ୍ଲାରେ ଅକ୍ଟୋବର ୮ରୁ ନଭେମ୍ବର ୧୩ ମଧ୍ୟରେ ହେବ ପ୍ରିଲିମନାରୀ ପରୀକ୍ଷା। www.osssc.gov.in ରେ ଆଡମିଶନ ଲେଟର ଡାଉନଲୋଡ କରିହେବ। ଛାତ୍ରଛାତ୍ରୀ ଚାହିଁଲେ ପୋର୍ଟାଲରେ ମକ୍ ଟେଷ୍ଟ ମଧ୍ୟ ଦେଇ ପାରିବେ ।













Click it and Unblock the Notifications