ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ। ୧୫ ଦିନ ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ। ପ୍ରଥମ ସପ୍ତାହରେ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ସଚେତନ କରାଯିବ। ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ବ୍ୟବସାୟୀଙ୍କୁ ସଚେତନ କରାଯିବ। ପରବର୍ତ୍ତୀ ସପ୍ତାହରେ ଏହାର ଖିଲାପ କଲେ ପଦକ୍ଷେପ ନିଆଯିବ ।













Click it and Unblock the Notifications