କାଲି ଦିଆଯିବ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ କ୍ଷୟକ୍ଷତି ରିପୋର୍ଟ

ବାତ୍ୟା ଦାନାରେ କେତେ ହୋଇଛି କ୍ଷୟକ୍ଷତି ? କେତେ ଘର ଭାଙ୍ଗିଛି, କେତେ ଫସଲ ନଷ୍ଟ ହୋଇଛି, ଏସବୁ ତଥ୍ୟ ଆସନ୍ତାକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦିଆଯିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ସୂଚନା ଦେଇଛନ୍ତି ।

Cyclone Dana

ବାତ୍ୟାରେ ୩ଟି ଜିଲ୍ଲା ବେଶି ପ୍ରଭାବିତ ହୋଇଛି । ଏହି ୩ ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା । ଏହି ତିନି ଜିଲ୍ଲାରେ ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ଏକର ଏକର ଫସଲ ନଷ୍ଟ ହୋଇଛି । ସବୁ ବିଭାଗର ରିପୋର୍ଟ ଆସନ୍ତାକାଲି ପ୍ରଦାନ କରାଯିବ । ପ୍ରଥମେ ଫସଲ ଓ ଘରର କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+