Get Updates
Get notified of breaking news, exclusive insights, and must-see stories!

ଭଦ୍ରକରେ ବାତ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ

ଭଦ୍ରକ ଜିଲ୍ଲାରେ ବାତ୍ୟା ‘ୟଶ’ ପରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ଜିଲ୍ଲାରେ ଅଧିକ ପ୍ରଭାବିତ ହୋଇଥିବା ବାସୁଦେବପୁର, ତିହିଡି ଓ ଚାନ୍ଦବାଲି ବ୍ଲକ୍ ରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛ

ଭଦ୍ରକ: ଜିଲ୍ଲାରେ ବାତ୍ୟା 'ୟଶ' ପରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ଜିଲ୍ଲାରେ ଅଧିକ ପ୍ରଭାବିତ ହୋଇଥିବା ବାସୁଦେବପୁର, ତିହିଡି ଓ ଚାନ୍ଦବାଲି ବ୍ଲକ୍ ରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି ।

Cyclone yaas

ପ୍ରଭାବିତ ହୋଇଥିବା ୧୨୦ ଗ୍ରାମକୁ ୭ ଦିନ ରିଲିଫ୍ ପ୍ରଦାନ କରାଯିବ । ସମସ୍ତ ବ୍ଲକ୍ ମୁଖ୍ୟାଳୟରେ ବିଜୁଳି ସଂଯୋଗ ହୋଇଛି । ଅଧିକ ସଂଖ୍ୟକ କର୍ମଚାରୀ ପୁନରୁଦ୍ଧାରରେ ଲାଗିଛନ୍ତି । ୭ ଦିନ ଭିତରେ କ୍ଷତିଗ୍ରସ୍ତ ହୋଇଥିବା ଘରର ରିପୋର୍ଟ ଦିଆଯିବ ଓ ଏହି ରିପୋର୍ଟ ସର୍ବସାଧାରଣ କରାଯିବ । ଲୋକ ଚାହିଁଲେ କୌଣସି ଭୁଲ ଥିଲେ ଅଭିଯୋଗ କରିବେ । ଏବେ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହୋଇରହିଛି । ପାଣି ଛାଡିଲେ ସମସ୍ତ ଚାଷ ଜମିର କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+