ବାତ୍ୟା ଆଶ୍ରୟସ୍ଥଳୀ ବହୁମୁଖୀ ହେବ: ସୁରେଶ ପୂଜାରୀ
ପ୍ରାୟ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ କହିଲେ ରାଜସ୍ବ ମନ୍ତ୍ରୀ। ଦିଲ୍ଲୀ ଗସ୍ତ ବେଳେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି। ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳରେ ସ୍କୁଲ ନିକଟରେ ନିର୍ମାଣ ହେବ ।

ବାତ୍ୟା ଆଶ୍ରୟସ୍ଥଳୀ ବହୁମୁଖୀ ହେବ କହିଲେ ସୁରେଶ ପୂଜାରୀ ।ବିପର୍ଯ୍ୟୟ ବେଳେ ନେବେ, ଅନ୍ୟ ସମୟରେ ସାମାଜିକ କାର୍ଯ୍ୟରେ ବ୍ୟବହାର ହେବ। ଯାହାଫଳରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବନି ।












Click it and Unblock the Notifications