୭ ଦିନ ଭିତରେ ସୃଷ୍ଟି ହେବ ଘୂର୍ଣ୍ଣି ବଳୟ ! ସୂଚନା ଦେଲେ ପାଣି ପାଗ ବିଭାଗ

୭ ଦିନ ଭିତରେ ଦକ୍ଷିଣ ବଙ୍ଗୋପସାଗର ନିକଟରେ ସୃଷ୍ଟି ହେବ କି ଘୂର୍ଣ୍ଣି ବଳୟ । ଭାରତୀୟ ପାଣିପାଗ ସଂସ୍ଥା ସୂଚନା ମୁତାବକ ଦକ୍ଷିଣ ବଙ୍ଗୋପସାଗର ନିକଟ ଭୂମଧ୍ୟ ଭାରତ ମହାସାଗରରେ ଏପ୍ରିଲ ୩ ତାରିଖ ମଧ୍ୟରେ ଘୂର୍ଣ୍ଣି ବଳୟ ସୃଷ୍ଟି ସମ୍ଭାବନା ରହିଛି ।

Cyclone

ଅକ୍ଷାଂଶର ସମାନ୍ତରଳ ଭାବେ ବହୁଥିବା ପବନରେ ଅସଙ୍ଗତି ଏବଂ ଭୂମଧ୍ୟରେଖୀୟ ଢେଉ ଯୋଗୁଁ ଘୂର୍ଣ୍ଣ ବଳୟ ସୃଷ୍ଟି ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଛି । ଭାରତ ମହାସାଗରରେ ନେଗେଟିଭ ଇଣ୍ଡିଆନ୍ ଡାଇପୋଲ୍ ସ୍ଥିତି ରହିଛି । ଅର୍ଥାତ ପଶ୍ଚିମ ଭାରତ ମହାସାଗରେ ପାଣି ସ୍ବାଭାବିକଠାରୁ ଥଣ୍ଡା ରହିଛି ଏବଂ ପୂର୍ବ ଭାରତ ମହାସାଗରର ସମୁଦ୍ର ପାଣି ଗରମ ରହିଛି । ଏହା ଘୂର୍ଣ୍ଣି ବଳୟ ସୃଷ୍ଟି ପାଇଁ ଏକ ଅନୁକୂଳ ବାତାବରଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+