Cyclone Dana Updates: ବାତ୍ୟା ‘ଦାନା' ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା, ପାରାଦୀପରେ ସର୍ବାଧିକ ୬୨.୯ ମି.ମି.ବର୍ଷା

ଭୁବନେଶ୍ବର: ବାତ୍ୟା 'ଦାନା' ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା । ବାତ୍ୟା ଦାନା ସ୍ଥଳଭାଗକୁ ମାଡି ଆସୁଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଏହାସହ ଉପକୂଳ ଜିଲ୍ଲାଗୁଡିକରେ ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି । ପାରାଦୀପରେ ସର୍ବାଧିକ ୬୨.୯ ମି.ମି. ବର୍ଷା ରେକର୍ଡ କରାଯାଇଛି ।

ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ପଛକୁ ରହିଛି ଚାନ୍ଦବାଲି । ଏଠାରେ ୪୬.୨ ମି.ମି. ବର୍ଷା ରେକର୍ଡ କରାଯାଇଛି । କୁଜଙ୍ଗ ଓ ରାଜନଗରରେ ୨୭ ମି.ମି. ବର୍ଷା ରେକର୍ଡ କରାଯାଇଥିବା ନୀଳଗିରିରେ ୨୩ ମି.ମି. ବର୍ଷା ରେକର୍ଡ କରାଯାଇଛି ।

ସେହିପରି ପଟ୍ଟାମୁଣ୍ଡାଇରେ ୨୨.୫ ମି.ମି., ଆଳିରେ ୨୧ ମି.ମି., ସୋର ଓ ବେତନଟୀରେ ୧୯ ମି.ମି., ଔପଦାରେ ୧୮ ମି.ମି., ଧାମନଗର ଓ ସାରସକଣାରେ ୧୬ ମି.ମି., ବାଙ୍ଗିରିପୋଷିରେ ୧୨.୬ ମି.ମି. ଓ ଭଦ୍ରକରେ ୧୨.୩ ମି.ମି. ବର୍ଷା ରେକର୍ଡ କରାଯାଇଛି।

Cyclone Dana Updates
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+