Get Updates
Get notified of breaking news, exclusive insights, and must-see stories!

Cyclone dana : ଭିତରକନିକା ହବାଳିଖଟି ନିକଟରେ ବାତ୍ୟାର କେନ୍ଦ୍ର

ଆରମ୍ଭ ହୋଇ ସାରିଛି ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟା । ତେବେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ଧରି ଚାଲିବ । ସକାଳ ପର‌୍ୟ୍ୟନ୍ତ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି କୁହାଯାଉଛି । ତେବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମୟରେ ପବନର ବେଗ ୧୦୦ ରୁ ୧୧୦ ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଭିତରକନିକା ହବାଳିଖଟି ନ୍ୟାଚର କ୍ୟାମ୍ପ ନିକଟରେ ବାତ୍ୟାର କେନ୍ଦ୍ର ରହିଛି ।

cyclone dana

ବାତ୍ୟା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର ଓଡିଶା ଉପକୂଳକୁ ଭିତରକନିକା ଏବଂ ଧାମରା ନିକଟ ଦେଇ ୧ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୦୦-୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିବ । ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ନ' ମୌଜା ଅଞ୍ଚଳରେ ରାସ୍ତାରେ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା କ୍ଷ ଖବର ପାଇ ଓଡ୍ରାଫ୍ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଂଚି କଟର ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରିଛନ୍ତିକ୍ଷ କେନ୍ଦ୍ରାପଡା ଜିଲାର ୯ଟି ବ୍ଲକର ୨୪୯ ଗୋଟି ପଞ୍ଚାୟତ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛିକ୍ଷ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+