Cyclone Dana live updates in Odia: ସରିଲା ବାତ୍ୟା, ବଢିଲା ଦୁର୍ଦ୍ଦିଶା
Cyclone Dana: ସରିଲା ବାତ୍ୟା, ବଢିଲା ଦୁର୍ଦ୍ଦିଶା । ବାତ୍ୟା 'ଦାନା' ର ବିଭୀଷିକାରେ ବହୁ ତଳିଆ ଅଞ୍ଚଳରେ ଥିବା ଘର ଓ ଚାଳିଆ କିମ୍ବା ମାଟି ଘର ଭାଙ୍ଗିଯାଇଛି । ଯାହା ଫଳରେ ବାସହରା ହୋଇପଡିଛନ୍ତି ଅନେକ ପରିବାର । ବିଶେଷ କରି କେନ୍ଦ୍ରାପଡା ଓ ଭଦ୍ରକ ଜିଲାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ସେଥିପାଇଁ ବଡ ଘୋଷଣା କରିଛନ୍ତି ମୋହନ ସରକାର । ବାତ୍ୟାରେ ଯଦି ଘର ଭାଙ୍ଗିଥାଏ କିମ୍ବା କ୍ଷତିଗ୍ରସ୍ତ ହୋଇଥାଏ ତେବେ ନୂଆ ଘର ଦେବେ ସରକାର । ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କାଘର। ଯେଉଁ ମାନଙ୍କ କଚ୍ଚା ଘର ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଛି ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।

ବାତ୍ୟା ପରେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ
ଫସଲ କ୍ଷୟକ୍ଷତିର ଜିଓଟ୍ୟାଗିଂ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍
ସ୍ଥଗିତ ହେଲା ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ
୫ଟି ଜିଲାର ଜିଲାପାଳ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି
କାଲି ଅପରାହ୍ନ ସୁଦ୍ଧା ବିଦ୍ୟୁତ୍ ସେବା
ଶନିବାର ସବୁ ସ୍କୁଲ-କଲେଜ ବନ୍ଦ
ସମସ୍ତ ବିଭାଗର ଛୁଟି ବାତିଲ୍ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
ସ୍ବାଭାବିକ ହେଲା ରେଳ ଚଳାଚଳ
ମାନବିକତା ଦେଖାଇଲେ ଆଶାକର୍ମୀ

ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା
ସମୁଦ୍ରରେ ଫଶିଲା ୨ ଟ୍ରଲର
ସ୍ଥିତି ନିୟନ୍ତ୍ରଣରେ ଅଛି
#WATCH | #CycloneDana | Odisha Minister Suryabanshi Suraj says, "Wind speed has slowed down. Rain is continuing and we will restore the electricity once the rain stops... We have adequate poles and all the necessary arrangements for that. We thought that we would have to evacuate… pic.twitter.com/01YjuPMxOd
— ANI (@ANI) October 25, 2024












Click it and Unblock the Notifications