Cyclone Dana: କେତେ ଭୟଙ୍କର ବାତ୍ୟା " ଦାନା "?

ସାମ୍ନାକୁ ଆସିଲା ବାତ୍ୟା ଦାନାର ସ୍ପଷ୍ଟ ଚିତ୍ର । ରାଜ୍ୟରେ ପାଦ ଥାପିବା ଆଗରୁ ଚେତାବନୀ ଦେଲାଣି ବାତ୍ୟା ଦାନା । କାତାର ଦ୍ୱାରା ନାମିତ ହୋଇଥିବା ଏହି ବାତ୍ୟା ଦାନା ବର୍ତ୍ତମାନ ବଙ୍ଗୋପସାଗରରେ ଦାନା ବାନ୍ଧୁଛି । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୩ ତାରିଖରେ ସଂଘଟିତ ହେବ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ ।

କେତେ ଭୟଙ୍କର ବାତ୍ୟା ?

୨୩ ତାରିଖରୁ ଉପକୂଳରେ ୪୦ କିଲୋମିଟର ବେଗରେ ପବନ । ୨୪ ତାରିଖ ରାତିରୁ ପବନର ବେଗ ବଢି ୧୦୦ରୁ ୧୨୦ କିଲୋମିଟର ରହିପାରେ। ୨୫ ତାରିଖ ସକାଳ ଯାଏ ୧୦୦ରୁ ୧୨୦ କିମି ବେଗରେ ପବନ ବହିବ । ତେବେ ଏଯାଏଁ ବାତ୍ୟାର ପ୍ରଭାବ କେତେ ରହିବ ତାହା ସ୍ପଷ୍ଟ ହୋଇନାହିଁ । ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସହ ୧୦୦ କିମି ବେଗରୁ ଅଧିକ ବୋହିବ ପବନ।

ଲଘୁଚାପ ସୃଷ୍ଟି ହୋଇଛି । ତେବେ ଏହାର ପ୍ରଭାବ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଜଣା ପଡିବ । ତେବେ ପାଣିପାଗ କହିଛି ଯେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଏହାର ପ୍ରଭାବ ଅଧିକ ରହିବ।

Cyclone Dana

ଓଡ଼ିଶା ଉପରେ ବିପଦ । ମାଡ଼ି ଆସୁଛି ବାତ୍ୟା ଦାନା । ଯାହାକୁ ନେଇ ଲୋକେ ବେଶ ଚିନ୍ତିତ । କେଉଁଠି ଲ୍ୟାଣ୍ଡଫଲ ହେବ ସେବାବଦରେ ପାଣିପାଗ ବିଭାଗ ସ୍ପଷ୍ଟ କରିନଥିବା ବେଳେ ପ୍ରବଳ ବର୍ଷା ପବନ ନେଇ ଆର୍ଲଟ ଜାରି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+