Cyclone Dana: ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଆରମ୍ଭ ହେଲାଣି ସ୍ଥାନାନ୍ତର
ବାତ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ ହେଲାଣି ସ୍ଥାନାନ୍ତର। କେନ୍ଦ୍ରାପଡ଼ା ସାତଭାୟାରୁ ସ୍ଥାନାନ୍ତର ହେଲେ ୩୨ ପରିବାର।ସାତଭାୟା ମଗରକଦାରୁ ସ୍ଥାନାନ୍ତର ହେଲେ ୩୨ ପରିବାର। ୩୨ ପରିବାରର ୧୧୨ ଜଣଙ୍କୁ ସ୍ଥାନାନ୍ତର କଲା ରାଜନଗର ପ୍ରଶାସନ। ବୁଝାସୁଝା କରି ଗୁପ୍ତି ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଗଲା।













Click it and Unblock the Notifications