ସୂର୍ଯ୍ୟାସ୍ତ ପୂର୍ବରୁ ନିକଟସ୍ଥ ରିଲିଫ ସେଣ୍ଟର ଆସିବା ପାଇଁ ସମସ୍ତଙ୍କୁ ନିବେଦନ: ସୁରେଶ ପୂଜାରୀ

ବାତ୍ୟାକୁ ନେଇ ରାଜ୍ୟସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍ । କହିଲେ, ଆଜି ସକାଳୁ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା । ସ୍ଥାନାନ୍ତର ସୂର୍ଯ୍ୟାସ୍ତ ପୂର୍ବରୁ ଶେଷ ପାଇଁ ନିର୍ଦ୍ଦେଶ ରହିଛି । ସୂର୍ଯ୍ୟାସ୍ତ ପୂର୍ବରୁ ନିକଟସ୍ଥ ରିଲିଫ ସେଣ୍ଟର ଆସିବା ପାଇଁ ସମସ୍ତଙ୍କୁ ନିବେଦନ । ୫,୫୦୦ ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇ ରହିଛି । ବାତ୍ୟା ଦିଗ ବଦଳାଇଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।

୧୩ଟି ଜିଲ୍ଲାରେ ବାତ୍ୟା ପ୍ରଭାବ ପଡିବ । ଆଗୁଆ ପଦକ୍ଷେପ ନିଆଯାଇଛି । ୬ଟି ଜିଲ୍ଲା ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ ଓ ଯାଜପୁର । ଭଦ୍ରକ ଓ ଯାଜପୁର ବେଶୀ ପ୍ରଭାବିତ ହେବା ସମ୍ଭାବନା । କ୍ୟାବିନେଟ ବୈଠକରେ ବାତ୍ୟା ସମ୍ପର୍କରେ ଆଲୋଚନା ଅଛି । ସଚିବମାନେ ଅବଗତ କରିବେ । ସନ୍ଧ୍ୟା ୬ ଟାରେ ଏସଆରସିଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ରିଲିଫ ସେଣ୍ଟରରେ ସବୁ ପ୍ରସ୍ତୁତି ସରିଛି ।

cyclone dana

ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ ନେଇ ସୂଚନା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ । ୨୫ରେ ମଧ୍ୟ ବର୍ଷାର ପ୍ରଭାବ ରହିବ, ୨୬ରୁ କମିବ ବର୍ଷା । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଅନ୍ୟପଟେ ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା । ବାତ୍ୟା 'ଦାନା' ପାଇଁ ବନ୍ଦରରେ ୪ନଂ ବିପଦ ସଂକେତ ରହିଛି । ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+